Odia Shayari Image
ଯେମିତି ପିତଳକୁ ମାଜିଲେ ତାହା ସୁନା ହୋଇଯାଏନି ସେମିତି କିଛିଲୋକ ଙ୍କୁ ଯେତେ ଭଲପାଇବା ଦେଲେ ମଧ୍ୟ ତାଙ୍କ ଉପରେ କୌଣସି ପ୍ରଭାବ ପଡ଼େନି |
Jemiti Pittala Ku Majile Taha Suna Hoijaeni Semiti Kichhi Kichhi Lokanku Jete Bhalapaiba Dele Madha Tanka Upare Kounasi Prabhaba Padeni.
ଖୁସି ମାଗିଲେ ମିଳେନି ସମୟ ଆସିଲେ ଖୁସି ଆପେ ଆପେ ତୁମ ପାଖକୁ ଆସିବା କିନ୍ତୁ ଏ କଥା ମଣିଷ ବୁଝି ବି ଅବୁଝା ହୁଏ ମିଛ ମରୀଚିକା ପଛରେ ଧାଇଁ କଷ୍ଟକୁ ନିଜ ଅଜାକୁ ଟାଣିଆଣେ |
Khusi Magile Mileni samaya Asile Khusi Ape Ape Tuma Pakhaku Asiba Kintu a Katha Manisha Bujhiki Bi Abujha Hua Michha Marichika Pachhare Dhae Kastaku Nija Adaku Taniashe.
Also Read Thae Best Odia Love Shayari-Click Here
ଯିଏ ଦୁଃଖ ଦଉଛି ତାକୁ ଛାଡିଦିଅ କିନ୍ତୁ ଯାହାକୁ ଛାଡି ଦେଇଛ ତାକୁ କେବେ ଦୁଃଖ ଦିଅନି |
Jia Dukha Dauchhi Taku Chhadidia Kintu Jahaku Chhadi Deichha Taku Kebe Dukha Diani.
Also read more Odia Love Shayari
Odia Sad Shayari Photo
ଯଦି ତୋ ପ୍ରେମରେ ଏତେ ସ୍ୱାର୍ଥ ଥିଲା ତ ଭରଷା ଦେବାକୁ କିଏ କହୁଥିଲା |
Jadi To Premare Ate Swarth Thila Ta Bharasha Debaku Kia Kahuthila.
ସମ୍ପର୍କକୁ କେବଳ ସମୟ କାଟିବା ପାଇଁ ବନାନ୍ତୁ ନାହିଁ ବରଂ ସମ୍ପର୍କ ପାଇଁ ସମୟ ବାହାର କରନ୍ତୁ |
Samparkaku Kebala Samaya Katiba Pain Banantu Nahi Barang Samparka Pain Samaya Bahara Karantu.
ଆମେ ସମସ୍ତଙ୍କର ହେଇଯାଉ ହେଲେ ଆମର କେହି ହୁଅନ୍ତି ନାହିଁ |
Ame Samastankara Heijau Hele Amara Kehi Huanti Nahi.