Latest Odia Shayari
ଭଗବାନ ସେଇମାନଙ୍କ କୋଳରେ ଝିଅଟିଏ ଦିଅନ୍ତି ଯେଉଁମାନେ ତାଙ୍କ ଜୀବନରେ ଅସରନ୍ତି ପୁଣ୍ୟ ଅର୍ଜନ କରିଥାନ୍ତି |
Bhagaban Seimananka Kolare Jhiatia Dianti Jenumane Tanka Jibanare Asaranti Punya Arjana Karanti.
ସହଜ ଆଉ ସରଳ ପଥକୁ ଆପଣାଉ ଥିବା ବ୍ୟକ୍ତି କେବେବି ଆଗକୁ ଯାଇପାରେନାହିଁ |
Sahaja Au Sarala Pathaku Apanau thiba Byakti Kebebi Agaku Jaepare Nahi.
ମଣିଷ ଯାହା ଚାହେଁ ତାକୁ ତାହା ମିଳେନାହିଁ କିନ୍ତୁ କାହା ପାଇଁ ଦୁନିଆ ଅଟକି ଯାଏନି ପୁଣି ନୂଆ ମଣିଷ ଆଉ ନୂଆ ଆଶା |
Manisha Jaha Chanhe Taku Taha Milenahi Kintu Kaha Pain Dunia Atakijaeni Puni Nua Manisha Au Nua Asha.
Also Read Thae Best Odia Shayari-Click Here