Odia Sad Love Shayari

କିଛି ଲୋକ ଆମ ଜୀବନରେ ଖାଲି ହାତରେ ଆସିଥାନ୍ତି ଆଉ ଗଲାବେଳେ ସୁଖ ଶାନ୍ତି ସର୍ବସ୍ୱ ଲୁଟିନିଅନ୍ତି |

କାହା ସହିତ ସମ୍ପର୍କ ଭାଙ୍ଗିବା ଆଗରୁ ଠାରେ ସମ୍ପର୍କ ଆରମ୍ଭ ଦିନର କଥା ମନେପକାଅ ଦେଖିବ ସେ ମଣିଷ ବହୁତ ନିଜର ଲାଗିବ |

ଜଣଙ୍କ ସୃତିରେ ସବୁବେଳେ ଲୁହ ଝରାଇବା ଅପେକ୍ଷା ନିଜ ଜୀବନରୁ ସବୁଦିନ ପାଇଁ ତାକୁ କାଢ଼ିଦେବା ଉଚିତ୍ |

ଯଦି ଭଲପାଇବା ଓ ରାଗ ଗୋଟିଏ ମଣିଷ ଉପରେ ଥାଏ ତେବେ ସେହି ମଣିଷକୁ ଭୁଲିବ ବହୁତ କଷ୍ଟ ହେଇଯାଏ |

ଜୀବନରେ ଖୁସିରେ ରହିବାକୁ ହେଲେ ଦୁଃଖ ଲୁଚେଇବା ଶିଖିଯାଅ |

ଯେଉଁ କଷ୍ଟ ଦେଖାଯାଏ ନାହିଁ ସେ କଷ୍ଟ ବହୁତ ହୁଏ |