Odia Love Dhoka Shayari

ସମୟ ଦେଖାଯାଏ ନାହିଁ କିନ୍ତୁ ସେଇ ସମୟରେ କିଛି ସମ୍ପର୍କ ବିଷୟରେ ବହୁତ କିଛି ଜଣାଏ ଦେଇଥାଏ |

ଯିଏ ତୁମକୁ CARE କରେ ସେହିଁ ତୁମ ଉପରେ ରାଗେ |

ଯଦି କାହାପାଇଁ ଖରାପ ଚିନ୍ତା କରୁଛ ତେବେ ନିଜ ପାଳି କୁ ଅପେକ୍ଷା କର ,ନିଜ ସାଙ୍ଗେ ବି ସେମିତି ହବ ଯାହା ତୁମେ ଅନ୍ୟ ସହ କରିଥିବ |

ଆଖିକୁ ପସନ୍ଦ ଆସିଥିବା ଜିନିଷ କେବେ ଭାଗ୍ୟରେ ନଥାଏ |

ହେ ଭଗବାନ ମତେ କିଛି ଦିଅ ନ ଦିଅ କିନ୍ତୁ ସବୁବେଳେ ମୋ ବାପା ମା ଙ୍କ ହାତ ମୋ ମୁଣ୍ଡ ଉପରେ ରଖିଥାଅ |

କାସ୍ ଏମିତି ଜଣେ ମିଳନ୍ତା ଯିଏ ବିଲ କୁଲ ଆଇନ ଭଳି ହୁଅନ୍ତା ହାସନ୍ତା ବି ସାଙ୍ଗରେ ଆଉ କାନ୍ଦତା ବି ସାଙ୍ଗରେ |
Also Read Best Odia Shayari –Click Here