Odia Dhoka Shayari Sms
ଯଦି ଆପଣଙ୍କୁକେହି ତା ନିଜଠାରୁ ଦୂରେଇବାକୁ ଚାଁହୁଛି ସେ ଆପଣଙ୍କୁ ଦୂରେଇବା ପୂର୍ବରୁ ଆପଣ ନିଜେ ତା ଯେବନରୁ ଚାଲିଯାନ୍ତୁ କାହିଁକିନା ଆନ୍ତରିକତା ହୀନ ସମ୍ପର୍କ ସର୍ବଦା ଯନ୍ତ୍ରଣା ଦାୟକ |
ମୁଁ ତୋ ସାଥେ ରହିବାକୁ ନୁହଁ ବଞ୍ଚିବାକୁ ଚାହେଁ ସାରାଜୀବନ ଜୀବନର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ |
ଆପଣାର ଲୋକଟି ଯେତେବେଳେ ଏକା କରି ଚାଲିଯାଏ ହୃଦୟ ତ ବୁଝେଇନିଏ ହେଲେ ଆଖିରୁ ଲୁହ ଝରିଯାଏ ତା ପାଇଁ |
ତୁମ ସହ କଥା ନ ହେଲେ ମୁଁ ରହିପାରେନା ଆଉ ତୁମ ସହ ଆଉ କିଏ କଥା ହେଲେ ମୁଁ ସହିପାରେନା |
କିଛି ଲୋକ ଏମିତି ଅଛନ୍ତି ଯିଏ ଅନ୍ୟ ଜଣକୁ ନ ଦେଖି ଭଲପାଇ ବସନ୍ତୀ ପ୍ରକୃତରେ ସେମାନେ ପାଗଳ ନୁହନ୍ତି ସେମାନେ ତ ଚେହେରା ନ ଦେଖି ବି ହୃଦୟ ରୁ ଭଲପାଇ ବସନ୍ତୀ |
ଆଜିର ଦୁନିଆରେ ଲୋକେ ସେହି ଲୋକକୁ ଅଣଦେଖା କରନ୍ତି ଯାହାଠାରୁ ଭଲପାଇବା ମିଳିଥାଏ ଆଉ ସେହି ଲୋକକୁ ମନେରଖନ୍ତି ଯାହାଠାରୁ ଧୋକା ମିଳିଥାଏ |
Also, Read Odia Sad Shayari 2020-Click Here