Sad Shayari For Girlfriend Odia

Ego ତ ସମସ୍ତଙ୍କ ,ପାଖରେ ଥାଏ କିନ୍ତୁ ସେହି ଲୋକ ନାଇଁ ଯାଏ ଯିଏ ସମ୍ପର୍କଟିକୁ ହୃଦୟରୁ ଚାଁହୁଥାଏ |

ଯେଉଁ ଲୋକ ସବୁବେଳେ ଅନ୍ୟ ଓଠରେ ହସ ଫୁଟାଏ ସମସ୍ତଙ୍କୁ ଖେସିରେ ଦେଖିବାକୁ ଚାହେଁ ସବୁବେଳେ ସେହିଲୋକ ହିଁ ଏକା ରହିଯାଏ |

ଦୁଃଖ ତ ତାକୁ କୁହାଯାଏ ଯାହା ଦୁଇଟୋପା ଲୁହ ହୋଇ ଆଖିରୁ ଝରିଯାଏ |

ଯଦି ମୁଁ ଚାଲିଗଲା ପରେ ତୁ ଖୁସି ହେବୁ ତେବେ ସବୁଦିନ ପାଇଁ ମୁଁ ତୋ ଜୀବନରୁ ଚାଲିଯାଉଛି |

ବେଳେବେଳେ ଆମେ ମଣିଷ ଚିହିଁବାରେ ଅଟେ ଭୁଲ୍ କରିବସୁ ଯେ ହୀରାପରି ଦିଶୁଥିବା କଚକୁ ଆପଣେଇ ନେଇଥାଉ ଆଉ ଅସଲି ହୀରାକୁ ଅଣଦେଖା କରିଥାଉ |

କଥା ତ ସମସ୍ତେ ବୁଝିପାରନ୍ତି କିନ୍ତୁ ନିରବତାକୁ ସିଏ ବୁଝେ ଯିଏ ଦୁଃଖ ପାଖକରି ପରଖିଥାଏ |