Odia Sad Shayari [2021] 100+ ଓଡ଼ିଆ ସ୍ୟାଡ ଦୁଃଖ ସାୟରି

Odia Dukha Shayari Image Download

Very Sad Shayari Odia bada ajaba a  dunia

ବଡ଼ ଅଜବ ଏ ଦୁନିଆ ଏଠି କେହି ଭରସା ପାଇଁ କାନ୍ଦେ ତ ଆଉ କିଏ ଭରଷା କରି କାନ୍ଦେ |

Very Sad Shayari Odia apekhya amiti gotia sabda

ଅପେକ୍ଷା ଏମିତି ଗୋଟିଏ ଶବ୍ଦ ଯାହା କେବଳ ମଣିଷକୁ ଯନ୍ତ୍ରଣା ଦିଏ କିଛି ପାଇବା ଆଶାରେ |

Very Sad Shayari Odia jadi kandile kahara sruti

ଯଦି କାନ୍ଦିଲେ କାହାର ସୃତି ଭୁଲି ହେଇଯାନ୍ତା ନା ତେବେ ଦୁଃଖ ଲୁଚେଇବାକୁ କାହାକୁ ମିଛରେ ହସିବାକୁ ପଡୁନଥାନ୍ତା |

Odia Shayari New mu ghruna kare sehi lokanku

ମୁଁ ଘୃଣା କରେ ସେହି ଲୋକଙ୍କୁ ଯେଉଁମାନେ ସାରାଜୀବନ ସାଙ୍ଗରେ ରହିବାକୁ କଥାଦିଅନ୍ତି କିନ୍ତୁ ସମୟ ଆସିଲେ ହାତଛାଡି ଚାଲିଯାନ୍ତି |

Odia Shayari New gotia chhotia diasili kathi ra nia

ଗୋଟେ ଛୋଟିଆ ଦିଆସିଲି କାଠି ର ନିଆଁ ପୁରା ଘର ଜଳେଇଦିଅ ସେହିପରି ସମ୍ପର୍କରେ ଗୋଟେ ଛୋଟିଆ ମିଛ ସମ୍ପର୍କକୁ ପୋଡି ଜାଳି ଛାର ଖାର କରିଦିଏ |

Odia Shayari New sehi manisha ku kebe anadekha karanahi

ସେହି ମଣିଷ କୁ କେବେ ଅଣଦେଖା କରନାହିଁ ଯିଏ ତୁମକୁ ହୃଦୟରୁ ଭଲପାଏ ନାଇତ ଏମିତି ଗୋଟେ ଦିନ ଆସିବ ତୁମ ଆଖି ସାମ୍ନାରେ ସେହି ମାଣିଷ ଆଉ କାହାର ହୋଇଯିବ |