Odia Dukha Shayari Image Download

ବଡ଼ ଅଜବ ଏ ଦୁନିଆ ଏଠି କେହି ଭରସା ପାଇଁ କାନ୍ଦେ ତ ଆଉ କିଏ ଭରଷା କରି କାନ୍ଦେ |

ଅପେକ୍ଷା ଏମିତି ଗୋଟିଏ ଶବ୍ଦ ଯାହା କେବଳ ମଣିଷକୁ ଯନ୍ତ୍ରଣା ଦିଏ କିଛି ପାଇବା ଆଶାରେ |

ଯଦି କାନ୍ଦିଲେ କାହାର ସୃତି ଭୁଲି ହେଇଯାନ୍ତା ନା ତେବେ ଦୁଃଖ ଲୁଚେଇବାକୁ କାହାକୁ ମିଛରେ ହସିବାକୁ ପଡୁନଥାନ୍ତା |

ମୁଁ ଘୃଣା କରେ ସେହି ଲୋକଙ୍କୁ ଯେଉଁମାନେ ସାରାଜୀବନ ସାଙ୍ଗରେ ରହିବାକୁ କଥାଦିଅନ୍ତି କିନ୍ତୁ ସମୟ ଆସିଲେ ହାତଛାଡି ଚାଲିଯାନ୍ତି |

ଗୋଟେ ଛୋଟିଆ ଦିଆସିଲି କାଠି ର ନିଆଁ ପୁରା ଘର ଜଳେଇଦିଅ ସେହିପରି ସମ୍ପର୍କରେ ଗୋଟେ ଛୋଟିଆ ମିଛ ସମ୍ପର୍କକୁ ପୋଡି ଜାଳି ଛାର ଖାର କରିଦିଏ |

ସେହି ମଣିଷ କୁ କେବେ ଅଣଦେଖା କରନାହିଁ ଯିଏ ତୁମକୁ ହୃଦୟରୁ ଭଲପାଏ ନାଇତ ଏମିତି ଗୋଟେ ଦିନ ଆସିବ ତୁମ ଆଖି ସାମ୍ନାରେ ସେହି ମାଣିଷ ଆଉ କାହାର ହୋଇଯିବ |