Odia Dhoka Shayari Image Download

କାନ୍ଦୁଥିବା ଆଖି ଓ ଚୁପ ଥିବା ଓଠ ବେଳେବେଳେ ବହୁତ କିଛି କହିଥାଏ କିନ୍ତୁ ସେ ଭାଷାକୁ ବୁଝିବାର ଶକ୍ତି ସମାସ୍ତଙ୍କ ପାଖରେ ନଥାଏ |

ସବୁ ଲୋକ କେବେ ଦୁଃଖ ଦେଇନଥାନ୍ତି କିଛି ଲୋକ ଏମିତି ବି ଅଛନ୍ତି ଯିଏ ଦୁଃଖ ବୁଝିଟାନ୍ତି ବାସ୍ ଫରକ ଏତିକି ଦୁଃଖ ଦେବା ଲୋକ ସମସ୍ତଙ୍କୁ ମିଳିଥାନ୍ତି କିନ୍ତୁ ଦୁଃଖ ବୁଝୁଥିବାଲୋକ କେବଳ ଭାଗ୍ୟ ବାନ ଲୋକଙ୍କୁ ମିଳିଥାନ୍ତି |

ଯେଉଁ ଲୋକ ହୃଦୟରୁ ସରଳ ହାଇଥାଏ ସବୁବେଳେ ସେହି ଲୋକ ଭାଗ୍ୟରେ ଅନେକ ଦୁଃଖ ଥାଏ |

କେହି ଜାଣିପାରନ୍ତି ନାହିଁ ,ସେଥିରେ ଶବ୍ଦ ବି ହୁଅନି ଏମିତିକି କାହାକୁ କହିବି ହୁଅନି ଭରଷା ବିଶ୍ୱାସ ଓ ହୃଦୟ ଏମିତି ଏକ ଜିନିଷ ଯାହା ନୀରବତାର ସହ ଭାଙ୍ଗିଯାଏ |

ଯେବେ କେହି ନିଜର ଲୋକ ତୁମକୁ ତା ନିଜଠାରୁ ଦୂରେଇ ଦେବ ସେଦିନ ଜାଣିପାରିବ ନିଜ ଲୋକ ଠାରୁ ଦୂରରେ ରହିଲେ କେତେ କଷ୍ଟ ହୁଏ |

ଅନ୍ତର ରୁ ଭଲପାଇବା କେବଳ ଗୋଟିଏ ପ୍ରେମିକ ପ୍ରେମିକା ପାଖରେ ନଥାଏ ଗୋଟିଏ ବନ୍ଧୁ ପାଖରେ ବି ଥାଏ ଯାହାକୁ ମଣିଷ ସମ୍ପର୍କରେ Bestfriend ବୋଲି କହିଥାଏ |