New Odia Sad Shayari Photo

ସରଳ ସିଏ ନୁହେ ଯିଏ କିଛି ଜାଣିନଥାଏ ସରଳ ତ ସିଏ ଯିଏ ସବୁକିଛି ଜାଣି ମଧ୍ୟ ଚୁପ ରହିଥାଏ |

ସମୟ ସହିତ ଧୀରେ ଧୀରେ ସବୁକିଛି ବଦଳିଯାଏ ଯେମିତିକି ଲୋକମାନେ ସମ୍ପର୍କ ବେଳେବେଳ ଆମେ ନିଜେ |

ଭରଷା ଆଉ ବିଶ୍ୱାସ କରିବା ଭଲକଥା ହେଲେ ଅନ୍ୟ କାହା ଉପରେ ନୁହେଁ ନିଜ ଉପରେ |

ଯେଉଁ କଥା ଶବ୍ଦରେ କହି ହୁଏନାହିଁ ସେହିକଥା ଆଖିର ଦୁଇ ଟୋପା ଲୁହ କହିଦିଏ |

ସ୍ଥିର କରିନିଏ ଗୋତେଥର ମୁଁ ତୁମ ପାଇଁ ଖାସ ନା ଖାଲି ଏମିତି Timepass |

ଲୋକେ କୁହନ୍ତି ଯଦି ପ୍ରେମ ସଚ୍ଚା ହୋଇଥିବ ସେ ଗୋଟେ ଦିନ ତୁମପାଖକୁ ନିଶ୍ଚୟ ଫେରିଆସିବ କିନ୍ତୁ ମୁଁ କୁହେ ଯଦି ପ୍ରେମ ସଚ୍ଚା ହେଇଥିବ ସେ କେବେବି ତୁମକୁ ଛାଡିକି ଜୀବନ |