Odia Sad Shayari [2021] 100+ ଓଡ଼ିଆ ସ୍ୟାଡ ଦୁଃଖ ସାୟରି

Odia Dhoka Shayari

Odia Sad Shayari samaya setebele bhalathae
Odia Dhoka Shayari

ସମୟ ଯେତେବେଳେ ଭଲ ଥାଏ ,ଶତ୍ରୁ ବି ବନ୍ଧୁ ହୋଇଯାଏ ,ଆଉ ସମୟ ଯେତେବେଳେ ଖରାପ ଥାଏବନ୍ଧୁ ବି ଶତ୍ରୁ ପାଲଟିଯାଏ |

Odia Sad Shayari kharap samayare
Odia Dukha Shayari

ଖରାପ ସମୟରେ ସାହାଯ୍ୟ କରୁଥିବା ଲୋକଙ୍କୁ ,କେବଳ ସ୍ୱାର୍ଥପର ଲୋକହିଁ ଭୁଲିଯାନ୍ତି |

Odia Sad Shayari sei loka jibanara doudare
Odia Dard Shayari

ସେଇ ଲୋକ ଜୀବନର ଦୋୖଡରେ ପଛରେ ରହିଯାଏ ଯିଏ ଜୀବନର ଦୋୖଡରେପଛକୁ ବୁଲିକି ଚାହେଁ |

Odia Sad Shayari 2021 kahaku khusi dekhi taku ersha karani
Odia Bewafa Shayari

କାହାକୁ ଖୁସି ଦେଖି ତାକୁ ଇର୍ଷା କରନି,କାହିଁକିନା ଏ ଟିକକ ଖୁସି ପାଇଁତାକୁ ବହୁତ କିଛି ହରେଇବାକୁ ପଡିଥାଏ | 

Read also Odia Motivational Quotes

Odia Sad Shayari 2021 muha upare sata
Odia Bewafa Shayari

ମୁହଁ ଉପରେ ସତ କହୁଥିବା ଲୋକ ସବୁବେଳେ ଅନ୍ୟ ରାଗର ଶିକାର ହେବାକୁ ପଡିଥାଏ |

Odia Sad Shayari 2021 amiti kichhi kataha
Odia Bewafa Shayari

ଏମିତି କିଛି କଥା କାହାକୁ ଦିଅ ନାହିଁ,ଯେଉଁଟା ତୁମେ ରଖିପାରିବ ନାହିଁ,କାହିଁକିନା ତୁମର ଥଟ୍ଟା ମଜା ଆଉ କାହାପାଇଁ ମହଙ୍ଗା ପଡିପାରେ |

Read also Odia Life Quotes

  • Download Image

    close