Odia Sad Shayari [2021] 100+ ଓଡ଼ିଆ ସ୍ୟାଡ ଦୁଃଖ ସାୟରି

Odia Dukha Shayari

Sad Odia Shayari khusi magile mileni
Odia Dard Shayari

ଖୁସି ମାଗିଲେ ମିଳେନି ସମୟ ଆସିଲେ ଖୁସି ଆପେ ଆପେ ତୁମ ପାଖକୁ ଆସିବ କିନ୍ତୁ ଏ କଥା ମଣିଷ ବୁଝିକି ବି ଅବୁଝା ହୁଏ ମିଛ ମରୀଚିକା ପଛରେ ଧାଇଁ କଷ୍ଟକୁ ନିଜ ଆଡକୁ ଟାଣିଆଣେ |

Sad Odia Shayari belebele manisha bahut kichhi
Odia Dard Shayari

ବେଳେବେଳେ ମଣିଷ ବହୁତ କିଛି ଅକୁହା କଥା କହିବାକୁ ଚାହିଁଥାଏ ହେଲେ ଦୁଃଖର କଥା ଶୁଣିବାକୁ କାହା ପାଖରେ ସମୟ ନଥାଏ |

Also Read Odia Sad Shayari 2021-Click Here

Sad Odia Shayari dukha ta taku kuhajae
Odia Dukha Shayari

ଦୁଃଖ ତ ତାକୁ କୁହାଯାଏ ଯାହା ଦୁଇ ଟୋପା ଲୁହ ହୋଇ ଆଖିରୁ ଝରିଯାଏ |

Also Read Odia Love Quotes

Odia Shayari Sad samparka amiti aka sabda
Odia Dukha Shayari

ସମ୍ପର୍କ ଏମିତି ଏକ ଶବ୍ଦ ଯାହାକୁ ତୁଲାଇବା ତ ଦୂରର କଥା ବୁଝିବାକୁ ଲୋକଙ୍କ ପାଖରେ ସମୟ ନାହିଁ |

Odia Shayari Sad jadi kahaku nijara karipariba
Odia Dukha Shayari

ଯଦି କାହାକୁ ନିଜର କରିପାରିବ ନାହିଁ ତେବେ ତାକୁ ନିଜର କରିବାକୁ କଥା ଦିଅନାହିଁଯେବେ ଭରଷା ଭା ଙ୍ଗିଯାଏ ନିରୀହ ମଣିଷ ଟି ବହୁତ କଷ୍ଟ ପାଇଥାଏ |

Odia Shayari Sad bhalapaibare sabubele gotia niyama thae
Odia Dukha Shayari

ଭଲପାଇବା ରେ ସବୁବେଳେ ଗୋଟିଏ ନିୟମ ଥାଏ ,ଜଣକ ତରଫ ରୁ ଟିକେ ଅଧିକ ଭଲପାଇବା ଥାଏ ତ ଆଉ ଜଣଙ୍କ ପାଖରୁ ବହୁତ କମ୍ |

Also Read More Odia Shayari