Odia Dard Shayari
ଆଜି ତୁମେ ଯାହା ପଛରେ ପଡ଼ିଛ ଦିନେ ସେହି ତୁମ ପଛରେ ପଡିବ ଯଦି ତୁମେ ସେହିଭଳି ଭାବେ ନିଜକୁ ଗଢିତୋଳିବ ଓ ନିଜର ଏକ ସ୍ୱତନ୍ତ୍ର ପରିଚୟ ଦୁନିଆଗେ ରଖିପାରିବ |
କାହା ହୃଦୟ ଜିତିବା ବଡ କଥା ନୁହଁ ସେହି ହୃଦୟରେ ଆଜୀବନ ରହିବା ହେଲା ବଡ଼ କଥା |
ରାଗ ଅଭିମାନ ସେହି ଲୋକଙ୍କ ଉପରେ କରାଯାଏ ଯାହା ପ୍ରତି ଆମର ଭଲପାଇବା ଆଉ ତାକୁ ହରେଇବାର ଡର ଥାଏ |
କିଛି ନୂଆ ପାଇବା ଆଶା ରେ ସେମାନଙ୍କୁ ହରେଇ ଦିଅନି ଯେଉଁମାନେ ଆରମ୍ଭ ରୁ ତୁମର |
ଯିଏ ସମସ୍ତଙ୍କ ହୃଦୟର ଧ୍ୟାନ ରଖି କାମକରେ ପ୍ରଥମେ ତା ହୃଦୟହିଁ ଭାଙ୍ଗିଥାଏ |
ରାଗି ଥିବା ସମୟରେ କାହାକୁ କିଛି କୁହନାହିଁ ଆଉ ଖୁସି ଥିବା ସମୟରେ କାହାକୁ କିଛିକଥା ଦିଅନାହିଁ କାରଣ ପରେ ଏହି କଥା ପାଳନ କରିବା ଅସମ୍ଭବ ହେଇପଡିବ |