Love Sad Shayari Odia

କିଛି ନୂଆ ପାଇବା ଆଶା ରେ ସେମାନଙ୍କୁ ହରେଇ ଦିଅନି ଯେଉଁମାନେ ଆରମ୍ଭ ରୁ ତୁମର |

ଯିଏ ସମସ୍ତଙ୍କ ହୃଦୟର ଧ୍ୟାନ ରଖି କାମକରେ ପ୍ରଥମେ ତା ହୃଦୟହିଁ ଭାଙ୍ଗିଥାଏ |

ରାଗି ଥିବା ସମୟରେ କାହାକୁ କିଛି କୁହନାହିଁ ଆଉ ଖୁସି ଥିବା ସମୟରେ କାହାକୁ କିଛିକଥା ଦିଅନାହିଁ କାରଣ ପରେ ଏହି କଥା ପାଳନ କରିବା ଅସମ୍ଭବ ହେଇପଡିବ |

ତୁମ ସହିତ ମୋର କିଛି ନିଆରା ଅନୁଭୂତି ରହିଛି ଯାହାକୁ ମୁଁ ଅନ୍ୟ ପାଖରେ ଅନୁଭବ କରିପାରେନି |

ମୁଁ ଯେ ତୁମକୁ ଭୁଲି ଯାଇଛି ଏ ପାଟି ସିନା ସହଜରେ କହି ଦେଉଛି ହେଲେ ଏ ମନ ଯେ ତୁମ କୁ ଏବେ ବି ହୃଦୟର ଅନ୍ଧାର କୋଣରେ ସାଇତି ରଖିଛି |

କିଛି ଦୁଃଖ ଏମିତି ବି ଥାଏ ଯାହା ଶବ୍ଦରେ କହି ହୁଏ ନାହିଁ ନା ମନ ଖୋଲି କାନ୍ଦି ହୁଏ
କେବଳ ସେଇ ଦୁଃଖକୁ ହୃଦୟରେ ଚାପି ରଖି ସହିବାକୁ ପଡେ |