Odia Sad Shayari Image

କାହାକୁ ଧୋକା ଦେବା ବହୁତ ସହଜ ହୋଇଥାଏ କିନ୍ତୁ ସେଇ ଧୋକାକୁ ନିଜେ ସାହିବ ବହୁତ କଷ୍ଟ ହୋଇଥାଏ |

ତୁମେ କେତେବି ମନ ପ୍ରାଣ ଦେଇ ସମ୍ପର୍କ ଯୋଡ଼ ନା କାହିଁକି ଦିନେ ନା ଦିନେ ମଣିଷ ତାର ଅସଲି ରୂପ ଦେଖେଇ ଚାଲିଯିବ |

ଜଣକ ପାଇଁ ତୁମେ କିଛି ବି କର ନିଜ ଜୀବନ ବାଜି ଲଗେଇ ଦିଅ କିନ୍ତୁ ଶେଷରେ ସେ ଏହି କଥା କହିବ ତମେ ମୋ ପାଇଁ କଣ କରିଛ |

ମୁଁ Promise କରୁଛି ତୋ ଜୀବନରେ ଦୁଃଖ କଣ ଆସିବାକୁ ଦେବିନି କାହିଁକି ନା ସାରାଜୀବନ ମୁଁ ଛାଇ ପରି ତୋ ପଛେ ପଛେ ରହିବି |

ତୁମେ ମୋ ସାଙ୍ଗରେ ରୁହ ବେଶି ଦିନ ନୁହେଁ ମୋ ମାରିବା ପର୍ଯ୍ୟନ୍ତ |

କେହି କେବେ ଜାଣିଶୁଣି ଦୁଃଖୀ ହୋଇ ନଥାଏ ,ଦୁଃଖୀ ହେବା ପଛରେ ସବୁବେଳେ ନିଜ ଲୋକଟିର ହାତ ହିଁ ରହିଥାଏ |