Odia Sad Shayari [2021] 100+ ଓଡ଼ିଆ ସ୍ୟାଡ ଦୁଃଖ ସାୟରି

Odia Sad Shayari Photo

Odia Shayari Photo Download gote manisha mulya

ଗୋଟେ ମଣିଷର ମୂଲ୍ୟ ସେତେବେଳେ ଜଣା ପଡିଥାଏ ଯେବେ ସେ ମଣିଷଟି କାହା ଜୀବନରୁ ଦୂରେଇ ଯାଇଥାଏ  |

Odia Shayari Photo Download jibanare amiti gotia manisha

ଜୀବନରେ ଏମିତି ଗୋଟିଏ ମଣିଷ ରହିବା ଜରୁରୀ ଯିଏ ତୁମ କଷ୍ଟକୁ କେବଳ ଶବ୍ଦରେ ନୁହେଁ ମନରୁ ଅନୁଭବ କରି ବୁଝି ପାରୁଥିବ |

Odia Shayari Photo Download tu hajijaithile huata mu khoje

ତୁ ହଜିଯାଇଥିଲେ ହୁଏତ ମୁଁ ଖୋଜି ପାଇଥାନ୍ତି କିନ୍ତୁ ତୁ ବଦଳି ଯାଇଛୁ |

Odia Shayari New prema bhagyare

ପ୍ରେମ ଭାଗ୍ୟରେ ଥିଲେ ମିଳେ କାନ୍ଦିଲେ ମିଳେନି |

Odia Shayari New tuma tharu durei

ତୁମ ଠାରୁ ଦୂରେଇରହିବାକୁ ମୋର ଇଚ୍ଛା ନାହିଁ ଆଉ ସାଙ୍ଗରେ ରହିବା ଭାଗ୍ୟର ଇଚ୍ଛା ନାହିଁ |

Odia Shayari New hrudaya sabubele samastanku

ହୃଦୟ ସବୁବେଳେ ସମସ୍ତ ଙ୍କୁ ବିଶ୍ୱାସ କରିନିଏ ସେଥିପାଇଁ ତ ସେ ସବୁବେଳେ କଷ୍ଟ ପାଏ |

  • Download Image

    close