Dard Odia Dhoka Shayari

ଆଜିକାଲି ଲୋକ ନିଜ ଅହଂକାର ପାଇଁ ବହୁତ ସୁନ୍ଦର ସମ୍ପର୍କକୁ ଭାଙ୍ଗି ଦିଅନ୍ତି |

ଆଜିକାଲି କା ଦୁନିଆରେ ତୁମେ ଯେତେ ସିଧା ଓ ଭଲ ହୋଇ ରହିବାକୁ ଚେଷ୍ଟା କରିବ ,ଲୋକେ କିଛି ନା କିଛି ଭୁଲ୍ କାଢି ତୁମକୁ ଦୋଷୀ କରିଦେବେ |

ଅନ୍ୟ ଆଗରେ ନିଜକୁ ଠିକ କି ଭୁଲ୍ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କର ନାହିଁ କାହିଁକିନା ସେହି ମଣିଷ ହିଁ ତୁମକୁ ବୁଝିଥାଏ ଯାହାର ଅପାଙ୍କ ପ୍ରତି ଭରଷା ଆଉ ବିଶ୍ୱାସ ରହିଥାଏ |

ପ୍ରେମ କାହାକୁ କେତେବେଳେ ବି ହେଇପାରେ କାହିଁକିନା ସବୁ ଜିନିଷ ଉପରେ ଲଗାମ ଲାଗାଯାଇ ପରେ କିନ୍ତୁ ହୃଦୟ ଉପରେ ନୁହେଁ |

ଲୁହକୁ ଜଣାଥାଏ ଆପଣାର କିଏ ସେଥିପାଇଁ ତ ଲୁହ କେବଳ ନିଜ ଲୋକ ପାଇଁ ଝରିଥାଏ |

ନିଜକୁ ଏମିତି ଗଢ଼ କେହି ତୁମକୁ ଛାଡ଼ିଦେଇ ପାରିବ ହେଲେ ଭୁଲି ପାରିବ ନାହିଁ |
Also Read Odia Sad Shayari For Bf-Click Here