Odia Dhoka Shayari Photo Download
ସବୁ status ପଛରେ କିଛି ଅକୁହା କଥା ମନର ମଣିଷ ପାଇଁ ଲେଖା ହୋଇଥାଏ |
କେତେ ବି ଚେଷ୍ଟା କର କିଛି ଲୋକ ତୁମ Feelings କୁ ବୁଝିପାରିବେ ନାହିଁ |
ଯିଏ ଭୁଲ୍ ନ ଥାଏ ମଧ୍ୟ ନିଜ ଆଡୁ ଆଗ Sorry କହି ସମ୍ପର୍କ କୁ ପୁଣିଥରେ ଯୋଡିବାକୁ ଚାଁହୁଛି ସେମିତି ଲୋକକୁ ଜମାରୁ ହରାଅନି କାହିଁକିନା ପ୍ରକୃତରେ ସମ୍ପର୍କ କଣ ସେଇ ବୁଝିଛି |
ସମ୍ପର୍କ ସୁନ୍ଦରତା ପାଇଁ ନୁହେଁ ବରଂ ଉଚିତ ବୁଝାମଣା ପାଇଁ ଅତୁଟ ରୁହେ କାରଣ ଶରୀରର ସୁନ୍ଦରତା ମାତ୍ର କିଛି ଦିନର |
ମଣିଷ ତା ଜୀବନରେ ସେଇ ଲୋକମାନଙ୍କୁ ଶେଷ ନିଶ୍ୱାସ ଯାଏ ମନେରଖେ ଯାହାଙ୍କପାଇଁ ପାଇଁ ତା ଆଖିରୁ ଲୁହ ଝରିଥାଏ |
ସେହି ସମୟରେ ବହୁତ କଷ୍ଟ ଲାଗେ ଯେତେବେଳେ ନିଜ ଲୋକଟି ଅନ୍ୟ ର କଥାକୁ ଗୁରୁତ୍ୱ ଦେଇ ନିଜ ଲୋକଙ୍କୁ ଅଣଦେଖା କରେ |